#ସୌମ୍ୟ_ମୃତ୍ୟୁ_ମାମଲାରେ_ଆଉ_ଏକ_ବଡ_ଖୁଲାସା
କ୍ରାଇମବ୍ରାଞ୍ଚ ଜେରା ବେଳେ ରାତ୍ରୀ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ I ଜଗୁଆଳିଙ୍କ ବୟାନ, ଘଟଣା ଦିନ ଆସିଥିଲେ ଜିଲ୍ଲାପାଳ । ଏବେ ପ୍ରଶ୍ନ ଉଠୁଛି, କାହିଁକି ଆସିଥିଲେ ଜିଲ୍ଲାପାଳ ? ସୌମ୍ୟ ମୃତ୍ୟୁ ମାମଲାରେ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଅଛି କି ?
#Odisha #ACFSoumyaRajan #ACFDeathCase #ArgusNews