ସୌମ୍ୟଙ୍କ ଦଶାହରେ ସାମିଲ ହେଲେନି ପତ୍ନୀ ବିଦ୍ୟା । ଆଜି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ବେଗୁନିଆ ଗାଁରେ ଏସିଏଫ ସୌମ୍ୟ ରଞ୍ଜନଙ୍କ ଦଶାହ କର୍ମ ହୋଇଛି । ହେଲେ ଏହି ଦଶାହ କର୍ମରେ ଉପସ୍ଥିତ ନାହାଁନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ
#ArgusNews #Odisha #ArgusNewsTV #ACFmurder #Soumyaranjan #Bidyabharti #Gajapati