ସୌମ୍ୟ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ହସ୍ପିଟାଲରେ ବିଦ୍ୟାଭାରତୀଙ୍କ ନୂଆ ଭିଡିଓ। ତେବେ ଯୋଜନାବଦ୍ଧ ଭାବେ ସୁଟିଂ ଓ ଏଡିଟିଂ କରାଯାଇଥିବା ସନ୍ଦେହ କରାଯାଉଛି । ଜାଣିଶୁଣି ଭିଡିଓ ଭାଇରାଲ କରାଯାଉଥିବା ଅଭିଯୋଗ ଆସୁଛି ।
#ArgusNews #Odisha #ArgusUpdateNews #ACFdeathCase #Gajapati