#ସ୍କାନ_ଷ୍ଟିଲ୍ସରେ_ଫରନେସ_ବ୍ଲାଷ୍ଟ
#ଜିଅନ୍ତା_ଜଳିଗଲେ_କ୍ରେନ_ଡ୍ରାଇଭର
ସୁନ୍ଦରଗଡ଼ କୁତ୍ରା ବ୍ଲକ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସରେ ଫରନେସ ବ୍ଲାଷ୍ଟ । ୟୁନିଟ-2ରେ ଥିବା ଫରନେସରେ ବ୍ଲାଷ୍ଟ ହୋଇଛି । ସକାଳ ୮.୩୦ ମିନିଟରେ ଏହି ଅଘଟଣ ହୋଇଥିବା କୁହାଯାଉଛି ।
#Sundargarh #Kutrablock #scansteels #blastfurnace #Odisha #ArgusNews