ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଭୁବନେଶ୍ୱର କାର୍ଯ୍ୟାଳୟରେ ସ୍କିଲ ହବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 15 ରୁ 29 ବର୍ଷ ବୟସର ଅଧାରୁ ପାଠ ଛାଡିଥିବା ଓ ଶିକ୍ଷିତ ବେକାର ଯୁବକ ଏବଂ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ତାଲିମ ପ୍ରଦାନ କରାଯିବ।
#Bhubaneswar #SkillsHub #program #inaugurated #Odisha #ArgusNews