ଘଟଣାକୁ ବିରୋଧ କରିଛି ୟୁନିଟ 6 ପୁରାତନ ଛାତ୍ର ସଂଘ ଏବଂ ଅଭିଭାବକ ମହାସଂଘ । ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଏବଂ ଅଭିଭାବକ ମାନେ ସକ୍ରିୟ ଭାବେ କାମ କରୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ସଂଘ ପକ୍ଷରୁ କୁହାଯାଇଛି
#ArgusNews #Odisha #ArgusNewsTV #NewsChannel #School_Land