#ସ୍କୁଲ_ନାହିଁ_ତ_ଭୋଟ_ନାହିଁ ।
ଭୋଟ ବର୍ଜନ କରବାକୁ ଅଣ୍ଟା ଭିଡି ପ୍ରତିବାଦ କଲେ ଗାଁର ଲୋକମାନେ । ଏମିତି ଏକ ଘଟଣା ଦେଖବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଅମରାମୁଣ୍ଡା ଗାଁରେ । ଶୁନନ୍ତୁ କଣ ରହିଛି ସେମାନଙ୍କ ପ୍ରତିକ୍ରିୟା
#Bolangir #Amaramunda #electionboycut #peopleprotetst #school #ArgusNews