#ସ୍କୁଲରେ_କମ୍ପ୍ୟୁଟର_ଶିକ୍ଷା_ଭେଳିକି !
ଓଡିଶାର ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି । ଗୋଟିଏ ପଟେ ଖତ ଖାଉଛି କମ୍ପ୍ୟୁଟର । ଅନ୍ୟପଟେ ଚାକିରୀରୁ ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ଆତ୍ମାହୁତି ଧମକ
#ArgusNews #Odisha #Bhubaneswar #Jharsuguda #Computereducation #Teacherprotest