ସ୍କୁଲରେ କରୋନା । ଯାଜପୁର ଦଶରଥପୁର କସ୍ତୁରବା ବିଦ୍ୟାଳୟରେ ୯ ଛାତ୍ରୀ ପଜିଟିଭ । ପଜିଟିଭ ଚିହ୍ନଟ ହୋଇଥିବା ୯ ଜଣ ଛାତ୍ରୀଙ୍କୁ ବର୍ତ୍ତମାନ ସଂଗରୋଧରେ ରଖାଯାଇଛି । କ୍ଲାସରୁମକୁ ସାନିଟାଇଜ କରାଯିବା ପରେ ପାଠପଢ଼ା ବନ୍ଦ ରହିଛି ।
#Jajpur #Dasarathpur #SchoolStudent #CovidPositive #ArgusNews