ସ୍କୁଲରେ ମାଓ ପୋଷ୍ଟର । କନ୍ଧମାଳ କୋଟୋଗଡ ଥାନା ରଡ଼ିଗୁମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଞ୍ଚଲ୍ୟ । ଆଜି ସକାଳୁ ସ୍କୁଲରେ ମାଓ ପୋଷ୍ଟର ଲାଗିବାର ଦେଖି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଭୟଭୀତ ହୋଇଯାଇଛନ୍ତି ।
#Kandhamal #kotogad #maoposter #school #Students #Odisha #ArgusNews
Be the first to know any news. You will get latest stories and video updates through the day. You can turn them off anytime.