ସ୍କୁଲ୍ ନାଇଁ ତ ଭୋଟ୍ ନାଇଁ.... ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଜଡ଼ାମୁଣ୍ଡା ଗାଁର୍ ଲୁକମାନେ ସ୍କୁଲ ଉଚ୍ଛେଦକେ ନେଇକିନା ପଞ୍ଚାୟତ ନିର୍ବାଚନଥଇ ଭୋଟ୍ ନାଇଁ ଦେବାର୍ ନିଷ୍ପତ୍ତି ନେଇଛନ୍ । ଇଥିରଲାଗି ସେମାନେ ଗାଁ ମୁଡେ ଭୋଟ ବର୍ଜନର ପୋଷ୍ଟର ବି ଲଗେଇଛନ୍ ।
#school #vote #Gaisilet #panchayatelections #posters #boycottvote #villager #Odisha #ArgusNews