ପରିବହନ ବିଭାଗ ପକ୍ଷରୁ ସ୍କୁଲ ଗାଡି ଗୁଡିକର ଫିଟନେସ ଯାଞ୍ଚ କରାଯାଉଛି। ଏହି ଅଭିଯାନ ୭ ଦିନିଆ ଚାଲିବ। ୨୭ ତାରିଖ ସୁଦ୍ଧା କେତେ ଗାଡ଼ିରେ ଫିଟନେସ ଅଛି, କାହାର ଲାଇଇସେନ୍ସ ଅଛି ନା ନାହିଁ ସେ ବିଷୟରେ ରିପୋର୍ଟ କାଢ଼ିବ ବିଭାଗ।
#transportation #checking #fitness #schoolbus #license #ArgusNews