ସ୍କୁଲ ନାହିଁ ତ ଭୋଟ ନାହିଁ ।
ଗାଁ ସ୍କୁଲ ଉଠିଯାଇଥିବାରୁ ଏଭଳି ଏକ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଯୋଗୀପଦର ଗାଁରୁ ଆସିଛି ଏଭଳି ଅଭିଯୋଗ ।
#PrimarySchool #Vote #PanchayatElection #Boudh #ArgusNews