ଆର୍ଥିକ ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି ସ୍କୁଲ ପୋଷାକ । ଏବେ ଅର୍ଥ ଫେରସ୍ତ ପାଇଁ ଚିଠି ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଜିଲ୍ଲା ଶିକ୍ଷା ବିଭାଗର ମନମୁଖୀ କାର୍ଯ୍ୟ କେବଳ ସେତିକିରେ ଅଟକିନି ପୋଷାକ ଓ ଜୋତା ବଣ୍ଟନ ନେଇ ଏସଏଚଜି ଗ୍ରୁପ ଚୟନରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମାଲକାନଗିରିରୁ ଦେଖିବା ଏକ୍ସକ୍ଲୁସିଭ୍ ରିପୋର୍ଟ
#Malkanagiri #school #Uniform #corruption #ArgusNews