ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ବାମୀ । ମୃତ ମହିଳା ଜଣକ କନକ ସେଠୀ । ଯୋଡ଼ା ଥାନା, ଗୋବର୍ଦ୍ଧନପୁର ନାଏକ ସାହିରେ ଏଭଳି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସୋମବାର ରାତିରେ ଏହି ଘଟଣା ଘଟିଥିବା ବେଳେ ହତ୍ୟାକାରୀ ସ୍ବାମୀ ଦାଶରଥି ସେଠୀ ଫେରାର ଥିବା ଜଣାପଡିଛି ।
#joda #husband #wife #kanakasethi #Odisha #ArgusNews