#ସ୍ଥାନାନ୍ତରଣ_ହେବ_୬୫_ବର୍ଷର_ପୁରୁଣା_ହାଟ
#ହୋଲସେଲ_ମାର୍କେଟ_ହେବ_ମଡେଲ_ମାର୍କେଟ
ହଟିବ ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ବର ଉପକଣ୍ଠ ଭଗବାନପୁରକୁ ହେବ ସ୍ଥାନାନ୍ତର। ଚିହ୍ନଟ ହୋଇଛି ୧୦ ଏକର ଜାଗା । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଗା ଚିହ୍ନଟ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ହୋଇଛି ବୈଠକ ।
#Bhubaneswar #Unit1Market #marketbuilding #Relocation #BMC #meeting #Odisha #ArgusNews