ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ ପୁରିଲା ତଥାପି ହୋଇପାରିଲାନାହିଁ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି। ଯାହା ଦ୍ୱାରା ରାଜ୍ୟରେ ୬ହଜାର ରୁ ଉର୍ଦ୍ଧ୍ବ ସ୍ୱତନ୍ତ୍ର ତାଲିମ ନେଇଥିବା ଛାତ୍ର ଛାତ୍ରୀ ବେକାର ହୋଇ ରହିଛନ୍ତି ଏଣୁ ଯଥାଶୀଘ୍ର ସରକାର ନିଯୁକ୍ତି ସୃଷ୍ଟି କରିବା ଦାବିନେଇ ଆଜି ଗଞ୍ଜାମ ଜିଲ୍ଲା ସ୍ପେଶାଲ ଏଯୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି..।
#AppointmentofSpecialTeacher #SupremeCourt #OdishaGovt #Divyang #protest #Odisha #ArgusNews