ବାରିପଦା ନୁତନ ବସଷ୍ଟାଣ୍ଡ ନିର୍ମାଣ କେବେ ? ୪୪ବର୍ଷର ପୁରୁଣା ବସଷ୍ଟାଣ୍ଡଟି ସଂକୀର୍ଣ୍ଣ ହୋଇଥିବାରୁ ଲୋକେ ସମସ୍ୟାରେ ପଡୁଛନ୍ତି। ଏପରିକି ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର କିମ୍ବା ଶୌଚାଳୟଟିଏ ମଧ୍ୟ ନାହିଁ। ତେଣୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୨ବର୍ଷ ପୂରିବା ପରେ ବି ଆରମ୍ଭ ହେଲାନି ବସଷ୍ଟାଣ୍ଡ କାମ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
#Mayurbhanj #Baripada #busstand #busterminalwork #PublicIssue #Odisha #ArgusNews