ସ୍ବାଧିନତାର 75 ବର୍ଷ ପରେବି ଗାଁକୁ ନାହିଁ ରାସ୍ତା । ନା ମିଳୁଛି ବୃଦ୍ଧାଙ୍କ ଭତ୍ତା ନା ଅଛି ମୁଣ୍ଡ ଉପରେ ପକ୍କା ଘର । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ବାଙ୍କୀ ଢ଼ଅଂସର ପଞ୍ଚାୟତ ର ହାତୀମରା ଗ୍ରାମବାସୀ । ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ନିଜ ନିଜର ମତଦାନ ବର୍ଜନ କରିବାର ବିତି ଗଲାଣି 5 ବର୍ଷ ହେଲେ ଗ୍ରାମରେ ଏବେବି ସମାନ ସ୍ଥିତି ।
#Cuttack #Banki #Jhansarpanchayat #Roadissue #OdishaCM #panchayatelection #Odisha #ArgusNews