ସ୍ବାଧିନତା ସଂଗ୍ରାମୀଙ୍କ ସମ୍ପତ୍ତିକୁ ବନ୍ଧକ ରଖି ଟଙ୍କା ଲୁଟ । ପରିବାର ଲୋକଙ୍କ ଅଜାଣତରେ ବିଧାନସଭାରେ ବନ୍ଧା ପଡିଛି ଜମି । ଚଞ୍ଚକତା କରି ଜମିକୁ ବନ୍ଧା ପକାଇଛନ୍ତି ତତ୍କାଳୀନ ବିଧାନସଭା କର୍ମଚାରୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଭଗିଆ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
#Balasore #Simulia #freedomfighters #landbound #Odisha #ArgusNews