ବିକାଶର ପାଦ ଚିହ୍ନ ପଡ଼ିନି ଏଠି । ନା ଏଠାକୁ କେବେ ସରକାରୀ ବାବୁ ଆସିଛନ୍ତି । ନିର୍ବାଚନ ବେଳେ ଭୋଟ୍ ପାଇଁ ନେତାଙ୍କ ଭିଡ଼ ଲାଗେ । ସମସ୍ୟା ସୁଧାରିବାକୁ ପ୍ରତିଶ୍ରୁତି ବି ମିଳେ । କିନ୍ତୁ ଅବସ୍ଥା ଯଥା ପୂର୍ବମ ତଥା ପରମ୍ ।
#ArgusNews #Odisha #ArgusNewsTv #Angul #Pallahara #VillageProblem