ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମାଟିଆପାଲି ଗାଁ ରାସ୍ତା । ଗୋଟିଏ ଗାଡି ପାର ହେଲେ ଆଉ ଜଣକୁ ଅଟକିବାକୁ ପଡୁଛି । ପ୍ରତିଦିନ ଏହି ରାସ୍ତା ଦେଇ ପ୍ରାୟ ୧୦ କି ୧୨ ଖଣ୍ଡ ଗ୍ରାମବାସୀ ଯିବା ଆସିବା କରିଥାନ୍ତି । ହେଲେ ରାସ୍ତା କାମ ହେଉନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ
#Subarnapur #Sonepur #Roadproblem #Communication #Odisha #ArgusNews