ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍ ଉନ୍ମୋଚନ କରିଛନ୍ତି । ଆଉ ଭୁଲକୁ ସୁଧାରିବା ପାଇଁ କେହି ଅଟକାଇ ପାରିବେ ନାହିଁ
ବର୍ତ୍ତମାନର ପିଢ଼ୀ ଏବେ ଜାଣିବେ ମାଟିର ଭବ୍ୟ ଇତିହାସ
#NarendraModi #NetajiSubashChandraBose #Statue #Unveils #IndiaGate #ArgusNews