ସ୍ବାଭିମାନ ଅଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ବର୍ଷ ବର୍ଷ ପରେ ବି ଗ୍ରାମବାସୀ ଶିକ୍ଷାରୁ ବଞ୍ଚିତ। ଆଜିବି ଅନେକ ଗାଁକୁ ରାସ୍ତା ନଥିବା ବେଳେ ଶିକ୍ଷା ଏମାନଙ୍କ ପାଇଁ ସାତ ସପନ । ଅନେକ ଗାଁରେ ସ୍କୁଲ ନଥିବାରୁ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ...
#ArgusNews #Odisha #Malkangiri #Education