#ଲୋକଙ୍କ_ଭାବାବେଗ_ନା_ବଡ_ନା_ସରକାରଙ୍କ_ଜିଦ୍
କଟକବାସୀଙ୍କ ସ୍ବାଭିମାନ ବନାମ ଅଫିସରଙ୍କ ଅହଂକାର । ମା' ଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନକରାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିକ୍ରିୟା ବଢିବାରେ ଲାଗିଛି । ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛି ବାଲୁ ବଜାର ପୂଜା ମଣ୍ଡପ ।
#Cuttack #durgapuja #protest #COVID19 CMO Odisha #balubajar #HighCourt #Odisha #ArgusNews