ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀର ଧାରଣା । ପେଟରେ ୭ ମାସର ଗର୍ଭ । ଠିକରେ ବସି ପାରୁନି କି ଚାଲିପାରୁନି । ସ୍ତ୍ରୀର ହାତ ଛାଡ଼ିଦେଇଛି ସ୍ବାମୀ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଡୁମଡୁମା ଫେଜ ୨ରେ।
#MatrimonialDisputeCase #husbandwifeproblem #domesticviolence #Bhubaneswar #ArgusNews