ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡାକ୍ତର । ମେଡ଼ିସିନ ଥାକ ଥାକ ରହିଛି ହେଲେ ରୋଗୀ ପାଉ ନାହାନ୍ତି ଔଷଧ । ଚିକିତ୍ସା ପାଇଁ ରୋଗୀ ଆସି ଫେରି ଯାଉଛନ୍ତି। ଗଞ୍ଜାମ କବିସୂର୍ଯ୍ୟନଗରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା l କେଉଁଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ତ କେଉଁଠି ନିଯୁକ୍ତି ଥାଇ ମଧ୍ୟ ଆସୁନାହାନ୍ତି ଡାକ୍ତର
#Ganjam #Brahmapur #Kabisuryanagar #Hospital #DoctorProblem #Medicine #ArgusNews