ସ୍ବାସ୍ଥ୍ୟବୀମାକୁ ନେଇ ମାନ୍ୟବର ସୁପ୍ରିକୋର୍ଟଙ୍କ ବଡ଼ ରାୟ । ପୂର୍ବ ରୋଗକୁ ଆଳ କରି କରି ଅର୍ଥ ଭରଣା ପାଇଁ ମନା କରି ପାରିବେନି ବୀମା କମ୍ପାନୀ। ପୂର୍ବରୁ ପଲିସିରେ ଉଲ୍ଲେଖ ନଥିବା ରୋଗର ଚିକିତ୍ସା ପାଇଁ ମଧ୍ୟ ଦେବାକୁ ପଡ଼ିବ ଅର୍ଥ। ତେବେ ଏଥିପାଇଁ ବୀମାଧାରକଙ୍କୁ ମଧ୍ୟ ନିଜ ରୋଗ ବାବଦରେ ସମସ୍ତ ବିବରଣୀ ବୀମା କ୍ରୟ କରିବା ସମୟରେ ପ୍ରଦାନ କରିବାକୁ ପଡ଼ିବ।
#insurance #illness #SupremeCourt #supremecourtofindia #MedicalClaim #courtorder #insuranceclaim #Justis #DhananjayaYChandrachud #disease