#ସ୍ବାସ୍ଥ୍ୟ_କ୍ଷେତ୍ରରେ_ଆଉ_ଏକ_ପାଦ_ଆଗେଇଲା_ଢେଙ୍କାନାଳ
ମହାମାରୀ ସମୟରେ ଢେଙ୍କାନାଳ ଜିଲ୍ଲାରେ କୋଭିଡ ହସ୍ପିଟାଲ ଲୋକାର୍ପଣ । ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦ ଠାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି।
#ArgusNews #ArgusNewsTv #Odisha #Dhenkanal #Covid_Hospital Dharmendra Pradhan