#ବିଜୁ_ସ୍ବସ୍ଥ୍ୟ_କଲ୍ୟାଣ_ଯୋଜନା_କାହା_ପାଇଁ
#ଉପାନ୍ତ_ଅଂଚଳରେ_ଗରିବଙ୍କ_କାମରେ_ଆସୁନି_କାର୍ଡ
କାର୍ଡ ଥାଇବି ହସ୍ପିଟାଲ ପକ୍ଷରୁ ମିଳୁନି ଚିକିତ୍ସା ସୁବିଧା । ରାଜ୍ୟ ସରକାରଙ୍କୁ ଗରିବଙ୍କ ପ୍ରଶ୍ନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାହା ପାଇଁ ? କାହିଁକି ଗରିବଙ୍କୁ ମିଳୁନି ସ୍ବାସ୍ଥ୍ୟସେବା ?
#Koraput #bijuswasthyacard #hospital #Odisha #ArgusNews