#ସୁଇସାଇଡ୍_ନୋଟ୍_ଦେଲା_ସୁରାକ୍
#ମୃତ୍ୟୁ_ପଛରେ_ବ୍ଲାକମେଲିଂ_କାରଣ
ସ୍ବୟଂପ୍ରଭା ଆତ୍ମହତ୍ୟା ମାମଲାରେ ନୂଆମୋଡ଼ । ବ୍ଲାକମେଲିଂ ପାଇଁ ତାଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଲା ପରିବାର । ସୁଇସାଇଡ୍ ନୋଟରେ ସିପୁନ ନାମକ ଯୁବକର ନାଁକୁ ନେଇ ଚର୍ଚ୍ଚା । ସେପଟେ ସାଲେପୁର ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ ।
#Salepur #police #blackmail #swayamprava #sipun #Odisha #ArgusNews