ସ୍ମାର୍ଟସିଟିରୁ ପିଙ୍କ୍ ସିଟିକୁ ସିଧାସଳଖ ଉଡ଼ାଣ । ଆଜି ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଥିଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବଢ଼ିବ ଦୁଇ ରାଜ୍ୟର ଅର୍ଥନୀତି, ବ୍ୟବସାୟ ଓ ପର୍ଯ୍ୟଟନ ।
#Directflights #SmartCity #PinkCity #Rajasthan #DharmendraPradhan #JyotiradityaScindia #ArgusNews