#ସ୍ମାର୍ଟସିଟି_ରାସ୍ତାର୍_ହାଲ୍_ବେହାଲ୍
#କାଦୋ_ପଚ୍_ପଚ୍_ରାସ୍ତା
ଏମିତି ଆମର ସ୍ମାର୍ଟସିଟି ରାଉରକେଲା। ଅସରାଏ ବର୍ଷାରେ ରାସ୍ତା ଉପରେ ଜମୁଛି ପାଣି। ସ୍ବରେଜ କାମ ପାଇଁ ରାସ୍ତା ଖୋଳା ଯାଇଥିବାରୁ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତାର ଅବସ୍ଥା। ବିଭିନ୍ନ ସ୍ଥାନରେ ବଡ ବଡ ଗାତ। ଚାଲିକି ଯିବା ତ ଦୂରର କଥା, ଗାଡିମୋଟର ବି ଯିବା ମୁସ୍କିଲ। କାଦୁଅ ପଚପଚ ରାସ୍ତା ଏବେ ପାଲଟିଛି କାଳ।
#SmartCity #RoadProblem #Rourkela #odisha #ArgusNews