ସ୍ମାର୍ଟ ସିଟିରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରମ କରିବାକୁ ଅନେକ ଯୋଜନା କରାଯାଉଛି । ହେଲେ ଏହା ସରଳ ହେବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବେପରୁଆ ଗାଡି ଚାଳନା ଓ ମଦୁାଙ୍କୁ ସାବାଡ କରିବାକୁ ଚାରିଆଡେ ଲାଗିଛି ସିସିଟିଭି । ଜନସାଧାରଣଙ୍କୁ ବିଶେଷକରି ଟ୍ରାଫିକ୍ ସମ୍ପର୍କରେ ଅଧିକ ସଚେତନ କରିବା ଲାଗି କମିସନରେଟ୍ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସ୍ଥାୟୀ ଟ୍ରାଫିକ୍ ପାର୍କ ନିର୍ମାଣ ଲାଗି ଯୋଜନା କରାଯାଇଛି । କିନ୍ତୁ ଏହା କାମ କରୁନି ।
#ArgusNews #Odisha #Bhubaneswar #trafic #police