ସ୍ମାର୍ଟ ସିଟି ରାଉରକେଲାରେ ଶିକ୍ଷା ବ୍ୟବସ୍ଥାର ଅଜବ ଦୃଶ୍ୟ। 500 ମିଟର ଦୂରରେ ଦୁଇ ଟି ସ୍କୁଲ । ଗୋଟିଏ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିବା ପାଇଁ ଚାଲିଛି କାମ ଅନ୍ୟଟି ଅବହେଳିତ । ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛତ୍ର ଛାତ୍ରୀ।
#Rourkela #SmartCity #EducationSystem #GovernmentHighSchool #Neglected #Odisha #ArgusNews