#ଟ୍ୟାପ_ଅଛି #ଟାଙ୍କି_ଅଛି #ଫଳକ_ବି_ଅଛି
#ପାଣି_ମୁନ୍ଦାଏ_ପାଇଁ_ଡହଳ_ବିକଳ_ଶ୍ରମିକ
ଟ୍ୟାପ୍ ଅଛି, ଟାଙ୍କି ଅଛି କିନ୍ତୁ ପାଣି ଆସୁନି । ପାଣି ବାହାରିବା ଜାଗାରେ ଗଡୁଛି ମଦ ବୋତଲ । ୨୦୧୬ ମସିହାରେ ଦିନ ମଜୁରିଆଙ୍କ ପାଇଁ ନିର୍ମାଣ ହୋଇଥିଲା ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଦୀର୍ଘ ୩ ମାସ ହେଲାଣି ଏହା ଖରାପ ହେଲାଣି । ପାଣି ମୁନ୍ଦେ ଆସୁନାହିଁ ।
#Bhubaneswar #Smartcity #drinkingwater #drinkingwaterissue #OdishaCm #Odisha #ArgusNews