ସ୍ମାର୍ଟ ସିଟି ବୋଲାଉଥିବା ରାଜଧାନୀର ରାସ୍ତା ପୁରା ବେହାଲ। କେଉଁଠି ପକ୍କା ରାସ୍ତା ନାହିଁ ତ ଆଉ କେଉଁଠି ଡ୍ରେନ ସଫା ହୋଇନି । ପୁଣି ଆଉ କେଉଁଠି ଅଧପନ୍ତରିଆ ହୋଇ ପଡି ରହିଛି ରାସ୍ତାକାମ । ଯାହା ପାଇଁ ଲୋକମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି ।
#ArgusNews #ArgusNewsTV #Odisha #Bhubaneswar #SmartCity #RoadProblem