କୋଟି କୋଟି ଟଙ୍କା ବ୍ୟୟ କରି ହାଇସ୍କୁଲର ଭିତ୍ତିଭୂମି ସୁଧାରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ପିଲାଙ୍କ ପାଠ ପଢା କଥା ପ୍ରତି କାହାରି ନିଘା ନାହିଁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ 20ଟି ହାଇସ୍କୁଲକୁ ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ କରାଯାଇଛି ଚାଲିଛି ତାର ଭିତ୍ତିଭୂମି ସଜଡା । କିନ୍ତୁ ଏମିତି ଅନେକ ସ୍କୁଲ ଅଛି ଯେଉଁଠି 100ରୁ ଅଧିକ ପିଲାଙ୍କ ପାଇଁ ରହିଛନ୍ତି ଜଣେ ମାତ୍ର ଶିକ୍ଷକ
#Anugul #Chendipada #GovtSchool #TeacherProblem #Odisha #ArgusNews