#ସ୍ମାର୍ଟ_ସ୍କୁଲ_ନାଁରେ_ଛାତ୍ରଛାତ୍ରୀଙ୍କୁ_ଧୋକା
#ସ୍କୁଲ_ଘର_ନିର୍ମାଣ_ନାଁରେ_ମାଟିରେ_ମିଶିଲା_ଘର
#ବିପଦସଙ୍କୁଳ_ଅବସ୍ଥାରେ_ଖୋଲା_ଆକାଶ_ତଳେ_ପାଠପଢା
ସ୍ମାର୍ଟ ସ୍କୁଲ ପାଇଁ ଉଜୁଡିଗଲା ସ୍କୁଲ ଘର । ମୟୂରଭଞ୍ଜରେ ନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିବା ପାଇଁ ରାତାରାତି ସ୍କୁଲକୁ ଭାଙ୍ଗି ଦିଆଗଲା । ଫଳରେ ଏବେ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।
#Mayurbhanj #NuagaonHighSchool #smartschool #OdishaCM #Odisha #ArgusNews