ମହମବତୀରେ ଏକ ଇଞ୍ଚର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା କଟକର ଯୁକ୍ତ ଦୁଇରେ ପଢୁଥିବା ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ଭେଟି ସମ୍ବର୍ଦ୍ଧିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସ୍ମୃତି କେନ୍ଦ୍ରମନ୍ତ୍ରୀଙ୍କୁ ସ୍କେଚ ଫଟୋ ପ୍ରଦାନ କରିଥିଲେ।
#ArgusNews #Odisha Dharmendra Pradhan #Candlestatue #IndiaBookofRecord