#ସ୍ଲୋଗାନରେ_ସୀମିତ_ପକ୍କାଘର_ଘୋଷଣା : #ରାଜ୍ୟ_ସରକାର
ସ୍ଲୋଗାନରେ ସୀମିତ ରାଜ୍ୟ ସରକାରଙ୍କ ବନ୍ୟା ବାତ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କାଘରର ଘୋଷଣା । କେନ୍ଦ୍ରାପଡା, ଜଗତସିଂହପୁରରୁ ଆସିଲା ବର୍ଷାରେ ଘର ଭାଙ୍ଗିବାର ଅଭାବନୀୟ ଚିତ୍ର । ଜୀବନ ବି ଗଲା । ଆଉ କେତେ ମୁଣ୍ଡ ଗଡିଲେ ପଶିବ ଚେତା ।
#slogan CMO Odisha #rain #flood #house #Odisha #ArgusNews