ପାଇଖାନା ପାଇଁ ଟଙ୍କା ମିଳିନି, କିନ୍ତୁ ହିତାଧିକାରୀଙ୍କ ନାଁରେ ମିଥ୍ୟା ବିଲ୍ କରି ମାଲେ ମାଲେ ହେଉଛନ୍ତି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ । ସୂଚନା ଅଧିକାର ଆଇନ ଖୋଲିଲା ଗୁମର । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତରୁ ଦେଖନ୍ତୁ ଆମର ଏକ୍ସକ୍ଲୁସିଭ ରିପୋର୍ଟ
#Dhenkanal #swachhabharat #corruption #rtireport #Kankadahadablock #ArgusNews