ରାଜଧାନୀରେ ଏକ ଦୃଷ୍ଟିବାଧିତ ଦମ୍ପତ୍ତିଙ୍କ ଜୀବନ ସଂଘର୍ଷର ଦୃଶ୍ୟ ସାମ୍ନାକୁ ଆସିଛି । ଉଚ୍ଚ ଶିକ୍ଷିତ ଏହି ଦମ୍ପତ୍ତି ସରକାରୀ ଅନୁକମ୍ପା ଓ ନିଯୁକ୍ତିରୁ ବଂଚିତ ହେବା ପରେ ସଡ଼କ ଉପରେ ଷ୍ଟ୍ରିଟଫୁଡ ଷ୍ଟଲ ଖୋଲି ନିଜର ପ୍ରତିପୋଷଣ କରିବା ସହିତ କୋଳକୁ ଆସିଥିବା ନବାଗତ ପୁତ୍ର ସନ୍ତାନକୁ ଏହି ରୋଜଗାରରୁ ପାଠପଢାଇ ଭଲ ମଣିଷଟିଏ କରିବାର ସ୍ବପ୍ନ ଦେଖୁଛନ୍ତି । କାହା ଉପରେ ନିର୍ଭରଶୀଳ ନହୋଇ ସ୍ୱାଭିମାନର ସହିତ ଜୀବନ ବଂଚିବା ଦିଗରେ ଏହି ଦମ୍ପତି ତିଆରି କରିଛନ୍ତି ଏକ ଉଜ୍ଜଳ ଦୃଷ୍ଟାନ୍ତ ।
#blindcouple #handicapped #Divyang #employment #foodstall #struggled #GoodNews #selfsufficient #Bhubaneswar #Odisha #ArgusNews