ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ଯୋଡାମ୍ବୋ ପଞ୍ଚାଯତ ର ଦାର୍ଲାବେଡା ଗାଁ ରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା । ଗାଁ ରେ ଅଛନ୍ତି 100 ରୁ ଅଧିକ ପରିବାର କିନ୍ତୁ ଅଛି ମାତ୍ର 2 ଟି ନଳକୂପ ଏବଂ ସେଥିରୁ ଗୋଟିଏ ଖରାପ
#ArgusNews #Odisha #NewsChannel #ArgusNewsTV #Malkangiri #Darlabeda #water_problem