ସ୍ଵାମୀ 420 । ପ୍ରେମ ବିବାହ ପରେ ଧୋକା ତ ଦେଲା ଦେଲା । ମନ ସେତିକିରେ ଶାନ୍ତି ହେଲାନି ଯେ ସ୍ତ୍ରୀ ମୁଣ୍ଡରେ ଲଦି ଦେଲା କୋଟି କୋଟି ଟଙ୍କାର ଋଣ । ଭଡ଼ା ଘରେ ସୁଖର ସଂସାର ଚାଲିଥିବା ବେଳେ ହଠାତ ଗାଏବ ହୋଇଗଲା ସ୍ୱାମୀ ସୁମିତ ବିଶ୍ୱାଳ ।
#ArgusNews #ArgusTv #Odisha #Jajpur #Husband_Wife_Relation #Fraud_Husband