ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ଝୁଲୁଛି ତାଲା । ବର୍ଷ ବର୍ଷ ହେଲାଣି ଉଦଳା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଜାମୁଡିହା ସ୍ଵାସ୍ଥ୍ୟ ଉପକେନ୍ଦ୍ର ବନ୍ଦ ପଡିଛି । ନା ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲୁଛି, ନା ଡାକ୍ତର ଆସୁଛନ୍ତି ନା ରୋଗୀ ସେବା ମିଳୁଛି ।
#Mayurbhanj #Udala #HealthCenter #closed #patientissue #treatment #doctorissue #Odisha #ArgusNews