ସବୁ ଗାଁକୁ ସ୍ୱଚ୍ଛ ଓ ସପ୍ଲାଇ ପାଣି ଦିଆଯାଉଛି ବୋଲି ରାଜ୍ୟ ସରକାର ବାହା ବାହା ନେଇଛନ୍ତି। ସେଥିପାଇଁ ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି। କିନ୍ତୁ ପ୍ରକୃତରେ ଗ୍ରାଉଣ୍ଡ ଜିରୋରେ ଏହା କାମ ହେଉନି। ଆଜିବି ଏମିତି କିଛି ଗାଁ ଅଛି ଯେଉଁଠି ସ୍ୱଚ୍ଛ ପାଣି ଲୋକଙ୍କ ପାଇଁ ସାତସପନ ପାଲଟିଛି ।
#ArgusNews #Odisha #Jagatsinghpur #Paradeep #DrinkingWaterProblem