ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର 6 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେଶ୍ୟରେ ଡାକ ଟିକେଟ୍ ଓ ସ୍ୱତନ୍ତ୍ର ଲଫାଫା ଉନ୍ମୋଚନ କରିଛନ୍ତି । ପୁରୀ ଡାକ ବିଭାଗ କାର୍ଯ୍ୟାଳୟରେ ସ୍ୱାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆଙ୍କ ଚତୁର୍ଥ ପିଢୀ ବା ତାଙ୍କ ଦାୟାଦଙ୍କୁ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଡାକ ବିଭାଗ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି।
#Puri #FreedomFighter #CHAKHIKHUNTIA #MLA #JayantSarangi #SpecialEnvelope #Odisha #ArgusNews