ଭାରତୀୟ ଡାକ ବିଭାଗ ୬ ଜଣ ଓଡ଼ିଆ ବୀରଙ୍କ ସମ୍ମାନରେ ଲଫାପା ଛପାଇଥିବାରୁ ଡାକ ବିଭାଗର ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ପରିବାରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି
#Bargarh #FreedomFighter #ParbatiGiri #Odisha #ArgusNews