#ସ୍ୱାମୀଙ୍କ_ପାଇଁ_ମନ୍ଦିର_ତିଆରି_କଲେ_ସ୍ତ୍ରୀ
#ସ୍ୱାମୀଙ୍କ_ଅନ୍ତିମ_ଇଚ୍ଛା_ପୂରଣ_ପାଇଁ_ରାମ_ମନ୍ଦିର_ଗଢ଼ିଲେ_ସ୍ତ୍ରୀ
#ବୃଦ୍ଧା_ବୟସରେ_ସ୍ୱାମୀଙ୍କ_ଶେଷ_ଇଚ୍ଛାକୁ_ଶାକାର_କଲେ
ଶାହାଜାହାନ ନିଜ ପତ୍ନୀ ମମତାଜଙ୍କ ସ୍ମୁତିରେ ନିର୍ମାଣ କରିଥିଲେ ତାଜମହଲ । କିନ୍ତୁ ଏଠାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ମହିଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କ ଶେଷ ଇଚ୍ଛାକୁ ସାକାର କରିବା ପାଇଁ ସ୍ୱାମୀ ଶୁଭାରମ୍ଭ କରିଥିବା ରାମ ମନ୍ଦିରକୁ ପୂର୍ଣ୍ଣାଙ୍ଗ ରୂପଦେବା ସହ ତାର ପ୍ରତିଷ୍ଠା କରିଛନ୍ତି ସ୍ତ୍ରୀ ।
#Mayurbhanj #husband #wife #Love #temple #RamTemple #Odisha #ArgusNews